Damayanti's kitchen 11

  • Home
  • Damayanti's kitchen 11

Damayanti's kitchen 11 Sharing delicious, easy recipes

10/10/2026

ଆଗରୁ କେବେ ମଟରରେ ଟେଷ୍ଟି ଜଳଖିଆ ବନେଇଛନ୍ତି ?

10/10/2026

ଏମିତି ଟ୍ରିକ୍ ରେ ଘରେ କେବେ ପନିର୍ ବନେଇଛନ୍ତି ?

09/10/2026

ବାହାଘର ଭୋଜି ଭଳି Fried rice ସହଜ ଓ ସଠିକ୍ ଉପାୟରେ ଘରେ ବନାନ୍ତୁ‼️veg fried rice in odia

08/10/2026

ଆଳୁ ସୁଜି ଖାସ୍ତା ମସଲା ପୁରୀ.. ଘଣ୍ଟା ଘଣ୍ଟା କ୍ରିସ୍ପି..ଫୁଲିକି ରହିବ‼️Aloo Puri recipe

Which one is your favorite among these? 😋
07/10/2026

Which one is your favorite among these? 😋

07/10/2026

Come, let’s meet & have some fun! 😊

ସକାଳର ବ୍ୟସ୍ତତାରେ breakfast ପାଇଁ ହେଉ, କିମ୍ବା evening snacks, ଅଥବା ପିଲାଙ୍କ tiffin box ପାଇଁ—କମ୍ ସମୟରେ ଯଦି କିଛି healthy ଆଉ t...
01/10/2026

ସକାଳର ବ୍ୟସ୍ତତାରେ breakfast ପାଇଁ ହେଉ, କିମ୍ବା evening snacks, ଅଥବା ପିଲାଙ୍କ tiffin box ପାଇଁ—କମ୍ ସମୟରେ ଯଦି କିଛି healthy ଆଉ tasty ବନେଇବାକୁ ଚାହୁଁଛନ୍ତି, ତାହେଲେ ଏହି recipeଟି ନିଶ୍ଚୟ try କରନ୍ତୁ। ଖାଇବାକୁ ବହୁତ ବଢ଼ିଆ ଲାଗେ।

ସେଥିପାଇଁ ଅଧା କପ୍ ବେସନ ଆଉ ଅଧା କପ୍ ସୁଜି ନେଇ, ପାଣି ଦେଇ ପ୍ରଥମେ ଭଲ ଭାବରେ mix କରିନେବା। କିଛି ସମୟ restରେ ରଖିବା ପରେ, ଆବଶ୍ୟକତା ଅନୁସାରେ ଅଳ୍ପ ପାଣି ଦେଇ ପୁଣି ଭଲ ଭାବରେ mix କରିନେବା।

ଏବେ ଏଥିରେ ଆମଚୁର ପାଉଡର, ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, କଞ୍ଚା ଲଙ୍କା, ଧନିଆ ପତ୍ର, ପିଆଜ, ଗାଜର, capsicum ଆଉ chilli flakes ଦେଇ ସବୁକିଛି ଭଲ ଭାବରେ mix କରିନେବା।

ଛୁଙ୍କ ପାଇଁ କଡ଼େଇରେ ଅଳ୍ପ ତେଲ ଗରମ କରି ବୁଟ ଡାଲି, ବିରି ଡାଲି, ଜିରା, ସୋରିଷ, ଧଳା ରାଶି, ଭୃଷଙ୍ଗ ପତ୍ର ଆଉ ହେଙ୍ଗୁ ପକାଇ ଛୁଙ୍କ ଦେଇଦେବା।

ତାପରେ ଏହି ଛୁଙ୍କକୁ batterରେ ଦେଇ, ଦୁଇ pinch ଖାଇବା ସୋଡା ପକାଇ ଭଲ ଭାବରେ mix କରିନେବା।

ମୁଁ ଏହାକୁ panରେ ତିଆରି କରିଛି। ଆପଣମାନେ ଚାହିଁଲେ କଡ଼େଇ କିମ୍ବା ତାୱାରେ ମଧ୍ୟ ଏହାକୁ ସହଜରେ ତିଆରି କରିପାରିବେ।

Address


,

Website

Alerts

Be the first to know and let us send you an email when Damayanti's kitchen 11 posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Want your business to be the top-listed interior service?

Share