20/09/2026
ଗୁଆଁର ଆଳୁ ତରକାରୀ | Cluster Beans Aloo Curry | Guar Aloo Sabzi | Odia Style Recipe
ଆଜି ମୁଁ ବନେଇଛି ସୁଆଦିଆ ଗୁଆଁର ଆଳୁ ତରକାରୀ | Cluster Beans Aloo Curry | Guar Aloo Sabzi। ଘରେ ସହଜରେ ମିଳୁଥିବା ସାମଗ୍ରୀରେ ଏହି ସ୍ୱାଦିଷ୍ଟ ଓଡ଼ିଆ ଷ୍ଟାଇଲ୍ ତରକାରୀ ବନାଇ ପାରିବେ। ଭାତ, ଡାଲି କିମ୍ବା ରୁଟି ସହିତ ଏହି ତରକାରୀ ଖାଇବାକୁ ବହୁତ ଭଲ ଲାଗେ।
ଏହି ଭିଡିଓରେ ଗୁଆଁର/କ୍ଲଷ୍ଟର ବିନ୍ସ ଓ ଆଳୁରେ ସୁଆଦିଆ ତରକାରୀ ବନାଇବାର ସହଜ ପ୍ରଣାଳୀ ଦେଖାଇଛି।
ଭିଡିଓଟି ଭଲ ଲାଗିଲେ Like, Comment ଓ Share କରନ୍ତୁ ଏବଂ ଏଭଳି ଘରୋଇ ଓଡ଼ିଆ ରେସିପି ପାଇଁ Subscribe କରନ୍ତୁ। ❤️
cluster beans aloo curry, guar aloo sabzi, guwar aloo sabzi, cluster beans recipe, guar beans recipe, cluster beans curry, guaara aloo tarkari, guanra aloo tarkari, guaa aloo tarkari, ଗୁଆଁର ଆଳୁ ତରକାରୀ, ଗୁଆଁର ତରକାରୀ, ଓଡ଼ିଆ ତରକାରୀ, Odia recipe, Odia food, Odia style recipe, aloo sabzi, veg curry recipe, Indian veg recipe, healthy veg recipe