Utkal Handicrafts And Momentous

Directions

Utkal Handicrafts And Momentous available to you at wholesale price.

The organization produces a variety of handicrafts of Odisha.such as Jagannath idols,palm leaf engravings, Pattachitra paintings, Chandua, Pattachitra sarees, and many more.we are also creating a costmized gift items.

ଯଦି ପ୍ରତିଭା ଆକାଶ ଛୁଏଁ ତେବେ ସମ୍ମାନ ହୃଦୟ ଦିଏ।ସ୍ୱତନ୍ତ୍ର ପ୍ରସ୍ତୁତି... ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ପାଇଁ
23/04/2026

ଯଦି ପ୍ରତିଭା ଆକାଶ ଛୁଏଁ
ତେବେ ସମ୍ମାନ ହୃଦୟ ଦିଏ।

ସ୍ୱତନ୍ତ୍ର ପ୍ରସ୍ତୁତି... ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ପାଇଁ

ନବଗୁଞ୍ଜରମହାପ୍ରଭୁ ବିଷ୍ଣୁଙ୍କ ଅନନ୍ୟ ଅବତାର...କାହିଁକି ଏ ରୂପ ନେଇଥିଲେ ଭଗବାନ??କିଏ କହି ପାରିବେ???
22/04/2026

ନବଗୁଞ୍ଜର
ମହାପ୍ରଭୁ ବିଷ୍ଣୁଙ୍କ ଅନନ୍ୟ ଅବତାର...
କାହିଁକି ଏ ରୂପ ନେଇଥିଲେ ଭଗବାନ??
କିଏ କହି ପାରିବେ???

ନୂଆ ପ୍ରଚେଷ୍ଟା ନୂଆ ହୃଦୟ ଜିଣିବା ପାଇଁ।କେବଳ ହାତରେ ନୁହେଁ, ଏହା ସହ ଯୋଡ଼ି ହୋଇଛି କଳାକାର ର ଭାବନା। ସେଥିପାଇଁ ତ.....ଏଠି ରଙ୍ଗ ତୂଳୀ ବି ...
19/04/2026

ନୂଆ ପ୍ରଚେଷ୍ଟା
ନୂଆ ହୃଦୟ ଜିଣିବା ପାଇଁ।
କେବଳ ହାତରେ ନୁହେଁ, ଏହା ସହ ଯୋଡ଼ି ହୋଇଛି କଳାକାର ର ଭାବନା।
ସେଥିପାଇଁ ତ.....
ଏଠି ରଙ୍ଗ ତୂଳୀ ବି ଆନନ୍ଦରେ କୁହନ୍ତି... ଜୟ ଜଗନ୍ନାଥ
କେମିତି ଲାଗୁଛି।



ଆମ ହସ୍ତଶିଳ୍ପ - ଆମ ପରିଚୟ❤️ 🇮🇳🤝🇭🇲 Our HandiCraft, Now Appreciated Globally 🙏Odia language, Literature, culture and Sports ...
01/04/2026

ଆମ ହସ୍ତଶିଳ୍ପ - ଆମ ପରିଚୟ❤️
🇮🇳🤝🇭🇲
Our HandiCraft, Now Appreciated Globally 🙏

Odia language, Literature, culture and Sports Minister
With Mr Bernard Lynch, Consul General of AUSTRALIA 🇭🇲

10/02/2026

Thank you so much "ସମ୍ବାଦ"
Thank you so much "ସମ୍ବାଦ ସାହିତ୍ୟ ପକ୍ଷ"
Thank you so much "Kanak News"
Thank you so much ସଂଗ୍ରାମ ସାର୍
Thank you so much ତନୟା ମ୍ୟାମ
Thank you so much Gobinda Mohapatra
Thank you so much Subhalaxmi Didi
Thank you so much Ramkrushna Bhai
For your love 💕 and support 🙏🙏🙏
ଏ ଭଲ ପାଇବା ପାଇଁ ମୁଁ ଏବଂ ଆମ ଉତ୍କଳ ହାଣ୍ଡିକ୍ରାଫ୍ଟସ୍ ଆଣ୍ଡ ମେମେଣ୍ଟୋସ ପାରିବାର ଆପଣଙ୍କ ପାଖେ ଚିର ଋଣି।

ଶିଳ୍ପୀର ହାତରେ ସାଧାରଣ ପଥର ବି କଥା କହେ,ଆଜି ଆପଣଙ୍କ ହାତରେ ସେଇ କଳା ଅମୂଲ୍ୟ ହୋଇଯାଇଛି।
09/02/2026

ଶିଳ୍ପୀର ହାତରେ ସାଧାରଣ ପଥର ବି କଥା କହେ,
ଆଜି ଆପଣଙ୍କ ହାତରେ ସେଇ କଳା ଅମୂଲ୍ୟ ହୋଇଯାଇଛି।

ସମ୍ବାଦ "ସାହିତ୍ୟ ପକ୍ଷ" ରେ ଉତ୍କଳ ହାଣ୍ଡିକ୍ରାଫ୍ଟସ୍ ଧନ୍ୟବାଦ୍ ରାମକୃଷ୍ଣ ଭାଇ। ଏଇ ଭଲ ପାଇବା ପାଇଁ।
09/02/2026

ସମ୍ବାଦ "ସାହିତ୍ୟ ପକ୍ଷ" ରେ ଉତ୍କଳ ହାଣ୍ଡିକ୍ରାଫ୍ଟସ୍
ଧନ୍ୟବାଦ୍ ରାମକୃଷ୍ଣ ଭାଇ। ଏଇ ଭଲ ପାଇବା ପାଇଁ।

Address

Satasankha, Side Of NH 316
Puri
752046

Website

Alerts

Be the first to know and let us send you an email when Utkal Handicrafts And Momentous posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share