26/01/2026
ଏହି ତାଲିକାରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡ଼ିଶାରେ ବାୟୁ ପ୍ରଦୂଷଣ ସମସ୍ୟା କେତେ ଭୟଙ୍କର ରୂପ ନେଲାଣି। ଅନୁଗୁଳ ଓ ତାଳଚେର ଭଳି ଶିଳ୍ପାଞ୍ଚଳ ହେଉ କିମ୍ବା ସୁଆକାଟି, ସବୁଠି AQI ଏବେ ବିପଦ ସଙ୍କେତ ଉପରେ। 😷🌫️
𝑾𝑯𝑨𝑻 𝑪𝑨𝑵 𝑾𝑬 𝑫𝑶 ?
🌱 Plant more trees.
🚴 Reduce vehicle use.
📢 Spread awareness.